ପ୍ରଶ୍ନ ଉଠେ “ରଜଦୋଳି” ଗୀତ କେବେ ଲେଖାଯାଇଥିଲା ? ସତରେ କଣ ରଜଦୋଳି ଗୀତ ଏତେ ବଡ ?? ଏମିତି ଅନେକ ପ୍ରଶ୍ନ । ୧୯୫୦ ମସିହା ପୂର୍ବରୁ ରଜଦୋଳି ଗୀତ ଲେଖାଯାଇଥିଲା । ଅବିଭକ୍ତ ପୁରୀ ଜିଲ୍ଲାର ନୟାଗଡ ଅଞ୍ଚଳର ବୋଦାପୋଡା ଗ୍ରାମର କବି ଶ୍ରୀ ମାଗୁଣି ମହାପାତ୍ର ଏହି ଗୀତ ରଚନା କରିଥିଲେ । ବ୍ରହ୍ମପୁରର ରାଧାକୃଷ୍ଣ ପ୍ରେସ ରେ ଏହି ପୁସ୍ତିକା ୧୯୫୨ ମସିହାରେ ମୁଦ୍ରିତ […]

କନିକା ପ୍ରଜା ଆନ୍ଦୋଳନ ର ପ୍ରମୁଖ କାଣ୍ଡାରୀ ବହୁମୁଖି ପ୍ରତିଭାଦୀପ୍ତ, ଚିର ବନ୍ଦନୀୟ ସଂଗ୍ରାମୀ ଚକ୍ରଧର ବେହେରାଙ୍କ ପବିତ୍ର ଜୟନ୍ତୀ ଦିବସ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି । ଜଣେ ମେଧାବୀ ଛାତ୍ର ଭାବରେ ଭଦ୍ରକ ହାଇସ୍କୁଲ ରୁ ୧୯୧୮ ମସିହାରେ ପ୍ରଥମ ଶ୍ରେଣୀରେ ମାଟ୍ରିକ ପାସ କରିଥିଲେ ଏବଂ ୬୦ ଟଙ୍କା ଦରମା ରେ କନିକା ରାଜଦରବାରରେ ହିସାବ ରକ୍ଷକ […]

ମହାନ୍ ସ୍ଵାଧୀନତା ସଂଗ୍ରାମୀ, ସାରସ୍ଵତ ସାଧକ, ସମର୍ପିତ ଜନନେତା, ପ୍ରାକ୍ତନ ମନ୍ତ୍ରୀ, ଚିର ବନ୍ଦନୀୟ ଓଡ଼ିଆ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜ୍ୟେଷ୍ଠ ପୁତ୍ର ଶତାୟୁ ପୁରୁଷ, ଯାହାଙ୍କ ଆବିର୍ଭାବ ୧୭ ତାରିଖ, ମୃତ୍ୟୁ ମଧ୍ୟ ୧୭ ତାରିଖ, ସେହି ବହୁମୁଖି ପ୍ରତିଭାଦୀପ୍ତ ନିତ୍ୟାନନ୍ଦ ମହାପାତ୍ର (୧୬-୦୬-୧୯୧୨- ୧୭-୧୨-୨୦୧୨) ଙ୍କ ୧୧୦ ତମ ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି । ବରେଣ୍ୟ […]

ସ୍ବାଧୀନତା ସଂଗ୍ରାମ ସମୟରେ ହେଉ ଅବା ସ୍ଵାଧୀନୋତ୍ତର ଭାରତରେ ଅନେକ ମହାପୁରୁଷ ଙ୍କ ହତ୍ୟା ଓ ମୃତ୍ୟୁ ରହସ୍ୟ କୁ ୭୪ ବର୍ଷ ର ସ୍ଵାଧୀନୋତ୍ତର ଭାରତରେ ଏଯାବତ୍ ରହସ୍ୟାଵୃତ, ରହସ୍ୟମୟ କରି ରଖାଯାଇଛି, ଯାହାର ସଂଖ୍ୟା ଅନେକ । ଭାରତ ମୁକ୍ତି ସଂଗ୍ରାମ ର ମହାନାୟକ ବିଶ୍ବଵୀର ନେତାଜୀ ଙ୍କ ଜୀବନ ରହସ୍ୟ ଠିକ୍ ପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ରହସ୍ୟ ଭଳି ଅନେକ କିମ୍ଭୁତ କିମାକାର ଗଳ୍ପକୁ ଜନ୍ମ […]

ଇତିହାସ କ’ଣ କହୁଛି, ସେଥିପ୍ରତି ଆମେ ସ୍ଵକୀୟ ଅଧ୍ୟବସାୟ ତଥା ଆମଦ୍ବାରା ସଂଗୃହିତ ପ୍ରାମାଣିକ ତଥ୍ୟ ସନ୍ନିବେଶିତ କରି ଦୃଢ଼ତା ର ସହ ଉପସ୍ଥାପନ କରୁଛୁ ଯେ ଆଜକୁ ଠିକ୍ ୨୫୮୪ ବର୍ଷ ତଳେ, ପବିତ୍ର ପୂର୍ଣ୍ଣିମା ରେ ଭୁବନେଶ୍ୱର ର କପିଳେଶ୍ୱର ମାଟି ରେ ଜନ୍ମଗ୍ରହଣ କରିଥିଲେ ଦେବତ୍ବ ଆସନରେ ଆସୀନ ଗୌତମ ବୁଦ୍ଧ । ଆଜି ଆମ ମତ ସହିତ କିଏ ଏକମତ ହୁଅନ୍ତୁ ଅବା ନ […]

ଆଜି ସାରସ୍ଵତ ସାଧକ, ସର୍ଜନଶୀଳ ବ୍ୟକ୍ତିତ୍ଵ ଉମେଶ ପତ୍ରୀ(୧୯୪୬) ଙ୍କ ଜୟନ୍ତୀ ଓ ପଣ୍ଡିତ ତ୍ରିଲୋଚନ କର(୧୯୫୯) ଶ୍ରାଦ୍ଧ ଦିବସ ରେ ସେମାନଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି । ଆଜି ସମାଜସେବୀ ଶ୍ରଦ୍ଧେୟ ମନୋଜ କୁମାର ଜେନା, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପ୍ରାଣ, ସ୍ତମ୍ଭକାର ତଥା ହେତୁବାଦୀ ବାଲ୍ମୀକି ନାୟକ, ଜଗନ୍ନାଥ ସଂସ୍କୃତି ପ୍ରାଣ ତଥା ମହାନ୍ ସ୍ଵାଧୀନତା ସଂଗ୍ରାମୀ , […]

୧୪୨ ବର୍ଷ ତଳେ, ୧୮୭୯ ମସିହା, ଅପ୍ରେଲ ୨୪ ତାରିଖ ସନ୍ଧ୍ୟାରେ କଟକ ପ୍ରିଣ୍ଟିଂ ପ୍ରେସ କୋଠା ଛାତ ଉପରେ ଭକ୍ତ କବି ମଧୁସୂଦନ ରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଓଡ଼ିଆ ଜାତିର ସର୍ବକାଳୀନ ସ୍ମରଣୀୟ, ବନ୍ଦନୀୟ , ଅତୁଳନୀୟ ଜାତିପ୍ରାଣ ତଥା ଓଡ଼ିଶାର ପ୍ରଥମ ବେସରକାରୀ ଶିକ୍ଷାନୁଷ୍ଠାନ ର ପ୍ରତିଷ୍ଠାତା, ଓଡ଼ିଆ ଭାଷା ରେ ପ୍ରଥମ ଓଡ଼ିଶା ଇତିହାସ ରଚୟିତା , କ୍ଷଣଜନ୍ମା ପୂଣ୍ୟାତ୍ମା ପ୍ୟାରୀମୋହନ ଆଚାର୍ଯ୍ୟ ଯେଉଁ […]

କାଳଜୟୀ ପ୍ରଭୁ ଜଗନ୍ନାଥ ଭକ୍ତ ଶିରୋମଣି ଭଜନ ସମ୍ରାଟ ଭିକାରୀ ବଳ (୧୯୨୯- ୨-୧୧-୨୦୧୦) ଙ୍କ ଆଜି ୯୩ତମ ଜୟନ୍ତୀ ।ପିତା ରାମଚନ୍ଦ୍ର ବଳ ଓ ମାତା ଗେହ୍ଲାରାଣି ବଳଙ୍କ ସନ୍ତାନ ଭିକାରୀ ବଳ ୧୯୨୯ ମସିହା ମଇ ୨୫ ତାରିଖରେ ଓଡ଼ିଶାର କେନ୍ଦ୍ରାପଡ଼ାସ୍ଥିତ ସୋବଳାରେ ଜନ୍ମ ନେଇଥିଲେ । ତାଙ୍କ ମାଆଙ୍କ ସବୁ ସନ୍ତାନ ଜନ୍ମ ପରେ ମରିଯାଉଥିଲେ, ତେଣୁ କେବଳ ଭିକାରି ହିଁ ଜୀଇଁ ରହିଥିବାରୁ ଭଗବାନଙ୍କ […]

ଆଜି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ର ଅନ୍ୟତମ କର୍ଣ୍ଣଧାର, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ପ୍ରଧାନମନ୍ତ୍ରୀ (୧୯୩୭), ଅକଳ୍ପନୀୟ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ପ୍ରାଣ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ (୨୬-୦୪-୧୮୯୨- ୨୫-୦୫-୧୯୭୪) ଙ୍କ ୪୭ ତମ ଶ୍ରାଦ୍ଧ ଦିବସ ।‌ ବିଶେଷ କରି ୧୯୧୩ ମସିହା, ତାଙ୍କର ଜନ୍ମ ଦିନରେ ୨୧ ବର୍ଷ ପୂରଣ କରି ୨୨ ବର୍ଷ ରେ ପଦାର୍ପଣ କରିବା […]

ଦେବୀ କୁଳର ଏକ ଛୋଟ ଗାଆଁ ନାଗବାଲିରେ ୨୦ ଏପ୍ରିଲ ୧୯୧୪ରେ ଜନ୍ମ ହୋଇଥିଲେ ଗୋପୀନାଥ ମହାନ୍ତି । ରେଭେନ୍ସା ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ସରିବା ପରେ ସେ ପାଟଣା ବିଶ୍ୱବିଦ୍ୟାଳୟରୁ ୧୯୩୬ରେ ଏମ.ଏ. ଡିଗ୍ରି ହାସଲ କରିଥିଲେ । ଓଡ଼ିଆ ସାହିତ୍ୟରେ ସ୍ୱାଧୀନତା ପରେ ପରେ ଗୋପୀନାଥଙ୍କ ଲେଖାଲେଖି ଆରମ୍ଭ ହୋଇଥିଲା । ସେ କାଳର ସାଧାରଣ ଲୋକ, ଆଦିବାସୀ ଓ ଅନ୍ୟାନ୍ୟ ଜନଜାତିର ଗାଉଁଲି ସରଳ, ନିରଳସ ଜୀବନଧାରଣ […]

error: Do not copy it !!