କେଉଁଝର - ତା ୧୪/୦୭/୧୯ ଋଖରେ ଘଟଗାଁ ନିକଟସ୍ଥ କୁଣ୍ଡାପିଠା ର ସଂଯୋଗୀ ସଜଫୁଲ ଅନୁଷ୍ଠାନ ପକ୍ଷରୁ ମା' ତାରିଣୀ ମନ୍ଦିର ପରିସରରେ ରାଜ୍ୟସ୍ତରୀୟ ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ ସମାରୋହ ପୂର୍ବାହ୍ନ ୯ ଘଣ୍ଟା ସମଯରୁ ଅନୁଷ୍ଠିତ ହେବ । ଏହି ଅବସରରେ କବିତାପାଠ, ସାହିତ୍ୟ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ସହିତ ପୁସ୍ତକ ଉନ୍ମୋଚନ ଓ "ସାହିତ୍ୟରେ ଶିଶୁର ସୃଜନଶୀଳତାର ବିକାଶ" ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

Post a Comment