
ତା ୧୯/୦୪/୨୦୧୯ - ଭୁବନେଶ୍ୱରସ୍ଥିତ ଭାରତୀୟ ବିଦ୍ୟା ଭବନ ପରିସରରେ ଓଡିଆ ଉପନ୍ୟାସ "ବାସନ୍ତୀ" ର ଉନ୍ମୋଚନ ପର୍ବ ଅନୁଷ୍ଠିତ ହୋଇଯାଇଛି । ମୂଳ ଇଂରାଜୀ ଭାଷାରୁ ଏହି ପୁସ୍ତକଟିକୁ ଛଅ ଜଣ ଓଡିଆ ଲେଖକ ଓ ତିନିଜଣ ଲେଖିକାଙ୍କ ମିଳିତ ସହଯୋଗରେ ଅନୁବାଦ କରାଯାଇଅଛି । ପ୍ରଫେସର ମାଳବିକା ରାୟ ଏହି ଆଲୋଚନାଚକ୍ରରେ ଉପସ୍ଥିତ ରହି ଅନୁବାଦିତ ଉପନ୍ୟାସ ପୁସ୍ତକ "ବାସନ୍ତୀ" ଉପରେ ଆଲୋଚନା କରିଥିଲେ ।
Post a Comment