ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ଉତ୍ତରପୁରୁଷ ନାଟ୍ୟାନୁଷ୍ଠାନ ତରଫରୁ "ନାଟକ ପରିକ୍ରମା" ଉତ୍ସବ

ତା ୨୨/୦୪/୨୦୧୯ - ଆସନ୍ତା ଏପ୍ରିଲ ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵରସ୍ଥିତ ରବୀନ୍ଦ୍ର ମଣ୍ଡପ ପରିସରରେ ଉତ୍ତରପୁରୁଷ ନାଟ୍ୟାନୁଷ୍ଠାନ ତରଫରୁ "ନାଟକ ପରିକ୍ରମା" ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଉତ୍ତରପୁରୁଷ ନାଟ୍ୟାନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମିଶ୍ରଙ୍କ ସୂଚନା ଅନୁଯାୟୀ, ସମସ୍ତ ନାଟକ ଗୁଡିକ ଉତ୍ତରପୁରୁଷ ନାଟ୍ୟାନୁଷ୍ଠାନର କଳାକାର ମାନଙ୍କ ଦ୍ଵାରା ପରିବେଷଣ କରାଯିବ । ନାଟକ ଗୁଡିକ ମଧ୍ୟରେ "ଖଳନାୟକ", "କ୍ଷତିପୂରଣ", "କୋମା" ଏବଂ "ଗୋପୀସାହୁ ଦୋକାନ" ମଞ୍ଚସ୍ତ ହେବାର କାର୍ଯ୍ୟକ୍ରମ ରହିଛି ।

Post a Comment

Post a Comment (0)

Previous Post Next Post