ମଙ୍ଗଳାଯୋଡିର ଦଣ୍ଡଯାତ୍ରା ପରମ୍ପରା


ଦଣ୍ଡଯାତ୍ରା ଓଡିଶାର ଏକ ବିରଳ ଆଧ୍ୟାତ୍ମିକ ନାଟ୍ୟ ପରମ୍ପରା । ଶହ ଶହ ବର୍ଷ ତଳୁ ପ୍ରତିବର୍ଷ ଚୈତ୍ର ମାସରେ ଏହି ପର୍ବ ଅନୁଷ୍ଠିତ ହୋଇ ଆସୁଅଛି । ଖୋରଧା ଜିଲ୍ଲାର ମଙ୍ଗଳାଯୋଡି ଠାରେ ଅନୁଷ୍ଠିତ ଦଣ୍ଡଯାତ୍ରାର ଏହି କିଞ୍ଚିତ ଝଲକ ।

Post a Comment

Post a Comment (0)

Previous Post Next Post